ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଜ ଗମନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଜ ଗମନା   ବିଶେଷଣ

ଅର୍ଥ : ହାତୀ ଭଳି ଧୀର ଗତିରେ ଚାଲୁଥିବା ସ୍ତ୍ରୀଲୋକ

ଉଦାହରଣ : ନାଟକରେ ଗଜଗାମିନୀ ନାୟିକା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିଲା

ସମକକ୍ଷ : ଗଜଗାମିନୀ


ଅନ୍ୟ ଭାଷାରେ ଅନୁବାଦ :

हाथी के समान मंद गति से चलनेवाली।

नाटक में गजगामिनी नायिका सबका ध्यान अकर्षित कर रही थी।
गज गौना, गजगामिनी, गजगौनी, सिंधुरगामिनी, सिन्धुरगामिनी