ଅର୍ଥ : ଏକ ଶାକାହାରୀ ସ୍ତନ୍ୟପାୟୀ ଚତୁଷ୍ପଦୀ ପ୍ରାଣୀ ଯାହା ନିଜର ସ୍ଥୂଳ ଏବଂ ବିଶାଳ ଆକାର ତଥା ଶୁଣ୍ଢ କାରଣରୁ ସବୁ ପଶୁଙ୍କ ମଧ୍ୟରେ ବିଲକ୍ଷଣ
ଉଦାହରଣ :
ଆଖୁ ହାତୀର ଅତି ପ୍ରିୟ
ସମକକ୍ଷ : କୁଞ୍ଜର, ନାଗ, ମାତଙ୍ଗ, ହସ୍ତୀ, ହାତୀ
ଅନ୍ୟ ଭାଷାରେ ଅନୁବାଦ :
एक शाकाहारी स्तनपायी चौपाया जो अपने स्थूल और विशाल आकार तथा सूँड़ के कारण सब जानवरों से विलक्षण होता है।
हाथी को गन्ना बहुत ही प्रिय है।Five-toed pachyderm.
elephantଅର୍ଥ : ଲମ୍ବା ମାପିବାପାଇଁ ଗଜର ମାନକ ରୂପର ଲୁହା ବା କାଠର ଛଡ଼
ଉଦାହରଣ :
ଦୋକାନଦାର ଗଜରେ କପଡ଼ା ମାପୁଛି
ଅନ୍ୟ ଭାଷାରେ ଅନୁବାଦ :