ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖ୍ରୀଷ୍ଟିୟାନ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖ୍ରୀଷ୍ଟିୟାନ୍   ବିଶେଷ୍ୟ

ଅର୍ଥ : ଯେ ଖ୍ରୀଷ୍ଟଧର୍ମକୁ ମାନନ୍ତି

ଉଦାହରଣ : ଖ୍ରୀଷ୍ଟଧର୍ମୀମାନେ ଯୀଶୁଙ୍କୁ ଭଗବାନଙ୍କ ଦୂତ ବୋଲି ମାନନ୍ତି

ସମକକ୍ଷ : ଖୀରସ୍ଥାନୀ, ଖ୍ରୀଷ୍ଟାନ୍ ଈସାଇ


ଅନ୍ୟ ଭାଷାରେ ଅନୁବାଦ :

वह जो ईसाई धर्म को मानता हो।

ईसाई लोग ईसा को भगवान का दूत मानते हैं।
इसाई, ईसाई, ईसाई धर्मावलंबी, किरिस्तानी, क्रिश्चन, क्रिश्चियन, क्रिस्चन, क्रिस्तानी

A religious person who believes Jesus is the Christ and who is a member of a Christian denomination.

christian

ଖ୍ରୀଷ୍ଟିୟାନ୍   ବିଶେଷଣ

ଅର୍ଥ : ଯାହା ଯୀଶୁଙ୍କ ସହିତ ସଂପର୍କିତ

ଉଦାହରଣ : ଏହା ଯୀଶୁ ବିଷୟକ କାହଣୀ ପୁସ୍ତକ

ସମକକ୍ଷ : ଯୀଶୁ ବିଷୟକ


ଅନ୍ୟ ଭାଷାରେ ଅନୁବାଦ :

जो ईसा से संबंधित हो।

यह ईसा विषयक कहानियों की पुस्तक है।
इसाई, ईसवी, ईसा विषयक, ईसाई, मसीही

Following the teachings or manifesting the qualities or spirit of Jesus Christ.

christian