ଅର୍ଥ : ସମସ୍ତଙ୍କ ସାମନାରେ ବା ଖୋଲାଖୋଲିଭାବେ
ଉଦାହରଣ :
ସମସ୍ତଙ୍କ ଆଗରେ ସେ ନିଜ କଥା କହିଦେଲା
ସମକକ୍ଷ : ଉନ୍ମୁକ୍ତକରି, ଗୁପ୍ତନରଖି, ମୁକ୍ତଭାବରେ, ସମସ୍ତଙ୍କଆଗରେ
ଅନ୍ୟ ଭାଷାରେ ଅନୁବାଦ :
सबके सामने या खुल कर।
खुलेआम उसने अपनी बात कह दी।ଅର୍ଥ : ଯାହା ଗୋପନୀୟ ନୁହେଁ
ଉଦାହରଣ :
ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି
ସମକକ୍ଷ : ଅଗୋପନୀୟ, ଅଲୁଚା, ଖୋଲାମେଲା, ପ୍ରକାଶ ଯୋଗ୍ୟ, ପ୍ରକାଶ୍ୟ
ଅନ୍ୟ ଭାଷାରେ ଅନୁବାଦ :
Not concealed or hidden.
Her unconcealed hostility poisoned the atmosphere.