ଅର୍ଥ : ଶରୀରରେ ଫୋଡ଼ିଯାଇଥିବା କଣ୍ଟାର ଯେଉଁ ଅଂଶ ଭାଙ୍ଗି ଶରୀର ଭିତରେ ହିଁ ରହିଯାଇଥାଏ
ଉଦାହରଣ :
ଶ୍ୟାମା ଛୁଞ୍ଚି ସାହାଯ୍ୟରେ ଖୁଞ୍ଚା ବାହାର କରିବାକୁ ଉଦ୍ୟମ କରୁଛି
ସମକକ୍ଷ : ଖୁଞ୍ଚା
ଅନ୍ୟ ଭାଷାରେ ଅନୁବାଦ :
शरीर में चुभे हुए काँटे का वह भाग जो टूटकर शरीर के भीतर ही रह गया हो।
श्यामा सूई की सहायता से नटसाल को निकालने की कोशिश कर रही है।