ଅର୍ଥ : ଶସ୍ୟ,ଅଣ୍ଡା,ଫଳ,ପନିପରିବା ଆଦିରେ ମିଳୁଥିବା ଏକ ପ୍ରକାର ଭିଟାମିନ ବି
ଉଦାହରଣ :
ପ୍ରତିଦିନ ଜଣେ ଯୁବକପାଇଁ ଭିଟାମିନ ବି୧ ପ୍ରାୟ ଦୁଇ ମିଲିଗ୍ରାମ ଆବଶ୍ୟକ
ସମକକ୍ଷ : ଖାଦ୍ୟସାର ବି୧, ଭିଟାମିନ ବି୧
ଅନ୍ୟ ଭାଷାରେ ଅନୁବାଦ :
एक प्रकार का विटामिन बी जो अनाज, अंडा, फल, सब्जियों आदि में पाया जाता है।
एक युवा के लिए विटामिन बी1 की लगभग दो मिलीग्राम की प्रतिदन आवश्यकता होती है।