ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଇଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଇଯିବା   କ୍ରିୟାପଦ

ଅର୍ଥ : କାଗଜ, କନା ଇତ୍ୟାଦି ପୋକ ଖାଇଯିବା

ଉଦାହରଣ : ଆଲମାରୀରେ ଥିବା ବହିଗୁଡ଼ିକୁ ମଧ୍ୟ ଉଇ ଚରିଗଲେଣି

ସମକକ୍ଷ : ଚରିଯିବା, ଲାଗିଯିବା


ଅନ୍ୟ ଭାଷାରେ ଅନୁବାଦ :

कीड़ों का काग़ज़ ,कपड़े आदि खा जाना।

दीमक आलमारी में रखी पुस्तकों को भी चाट गये।
चाटना