ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖରିହଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖରିହଟ   ବିଶେଷ୍ୟ

ଅର୍ଥ : ଯେଉଁ ପତଳା କାଠରେ ଡୋର ବନ୍ଧାହୋଇଥାଏ ଓ ଯାହା ସାହାଯ୍ୟରେ କୁମ୍ଭାର ଚକଉପରୁ ହାଣ୍ଡିକୁ କାଟି ବାହାରକରେ

ଉଦାହରଣ : କୁମ୍ଭାର ଖରିହଟଦ୍ୱାରା ଚକଉପରେ ତିଆରି କରୁଥିବା ହାଣ୍ଡିକୁ କାଟି ବାହାରକଲା


ଅନ୍ୟ ଭାଷାରେ ଅନୁବାଦ :

वह पतली लकड़ी जिसमें डोरा बँधा रहता है और जिसकी सहायता से कुम्हार चाक पर से बर्तनों को काटकर उतारता है।

कुम्हार खरिहट से चाक पर बने बर्तन को काट कर उतार लिया।
खरिहट