ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଣିଜ ପଦାର୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଣିଜ ପଦାର୍ଥ   ବିଶେଷ୍ୟ

ଅର୍ଥ : ଖଣିରୁ ଖୋଳି ବାହାର କରାଯାଉଥିବା ବସ୍ତୁ

ଉଦାହରଣ : କୋଇଲା ଏକ ଖଣିଜ ପଦାର୍ଥ


ଅନ୍ୟ ଭାଷାରେ ଅନୁବାଦ :

वह वस्तु जो खान में से खोदकर निकाली जाती है।

कोयला एक खनिज पदार्थ है।
खनिज पदार्थ

Solid homogeneous inorganic substances occurring in nature having a definite chemical composition.

mineral

ଅର୍ଥ : ଯେଉଁ ପ୍ରାକୃତିକ କଠିନ ସଜାତୀୟ ଅଣକାର୍ବନ୍ ପଦାର୍ଥ ଏକ ନିଶ୍ଚିତ ରାସାୟନିକ ସମିଶ୍ରଣର ରୂପରେ ମିଳେ

ଉଦାହରଣ : ଖଣିଜ ପଦାର୍ଥରୁ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥର ନିର୍ମାଣ ହୁଏ


ଅନ୍ୟ ଭାଷାରେ ଅନୁବାଦ :

वे प्राकृतिक ठोस सजातीय अकार्बनिक पदार्थ जो एक निश्चित रासायनिक सम्मिश्रण के रूप में पाए जाते हैं।

खनिज से विभिन्न प्रकार के रासायनिक पदार्थों का निर्माण होता है।
खनिज, खनिज पदार्थ, मिनरल

Solid homogeneous inorganic substances occurring in nature having a definite chemical composition.

mineral