ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଟିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଟିଆ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଛୋଟ ଖଟ

ଉଦାହରଣ : ମା’ ପିଲାକୁ ଖଟୁଲି ଉପରେ ଶୁଆଇ ଦେଲା

ସମକକ୍ଷ : ଖଟୁଲି


ଅନ୍ୟ ଭାଷାରେ ଅନୁବାଦ :

एक प्रकार की छोटी खाट।

माँ ने बच्चे को खटोले पर सुला दिया।
खटोलना, खटोला

A piece of furniture that provides a place to sleep.

He sat on the edge of the bed.
The room had only a bed and chair.
bed

ଅର୍ଥ : ସ୍ତମ୍ଭ, ପଟିଆଦିରେ ତିଆରି ହୋଇଥିବା ତଥା ଦଉଡ଼ିଆଦିରେ ବୁଣା ହୋଇଥିବା ଏକ ଚଉଖୁଣ୍ଟିଆ ବସ୍ତୁ ଯାହା ଉପରେ ଲୋକେ ବିଛଣା ବିଛାଇ ଶୁଅନ୍ତି

ଉଦାହରଣ : ମାଆ ଖଟ ଉପରେ ପିଲାକୁ ଶୁଆଇଦେଲେ

ସମକକ୍ଷ : ଖଟ


ଅନ୍ୟ ଭାଷାରେ ଅନୁବାଦ :

पायों, पाटियों आदि की बनी हुई तथा रस्सियों आदि से बुनी हुई एक चौकोर वस्तु जिस पर लोग बिछौना बिछाकर सोते हैं।

माँ ने खाट पर बच्चे को सुला दिया।
खटिया, खाट, चारपाई, मँझा, मंझा