ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ୟାରମ ବୋର୍ଡ଼୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ୟାରମ ବୋର୍ଡ଼୍‌   ବିଶେଷ୍ୟ

ଅର୍ଥ : କ୍ୟାରମ ଖେଳିବାଲାଗି ପ୍ରସ୍ତୁତ ଗୋଟିଏ ବର୍ଗାକାର ବୋର୍ଡ଼୍‌ ଯେଉଁଥିରେ ଚାରିକୋଣରେ ଛିଦ୍ର ଥାଏ

ଉଦାହରଣ : କ୍ୟାରମ ବୋର୍ଡ଼୍‌ର ଚଟାଣ ବହୁତ ଚିକ୍କଣ ହେବା ଉଚ୍ଚିତ ଫଳରେ ଗୋଟି ସବୁ ଏହା ଉପରେ ଭଲରେ ଖସି ଯିବେ


ଅନ୍ୟ ଭାଷାରେ ଅନୁବାଦ :

कैरम का खेल खेलने के लिए बना एक वर्गाकार बोर्ड जिसके चारों कोनों में छेद होता है।

कैरम बोर्ड की सतह बहुत चिकनी होनी चाहिए ताकि गोटियाँ उस पर आसानी से फिसल सकें।
कैरम बोर्ड, कैरम-बोर्ड