ଅର୍ଥ : କୌଣସି ପାଠଶାଳା, ମହାବିଦ୍ୟାଳୟ, କାରଖାନା ଆଦିର ସେହିସ୍ଥାନ ଯେଉଁଠି ଭୋଜନ ତଥା କିଛି ନିଜ ଜିନିଷ ବିକାଯାଇଥାଏ
ଉଦାହରଣ :
ସନ୍ଧ୍ୟା ସମୟରେ କ୍ୟାଣ୍ଟିନ୍ରେ ବିଦ୍ୟାର୍ଥୀମାନେ ଗହଳି କରିଥାନ୍ତି
ସମକକ୍ଷ : କ୍ୟାଣ୍ଟିନ୍
ଅନ୍ୟ ଭାଷାରେ ଅନୁବାଦ :
Sells food and personal items to personnel at an institution or school or camp etc..
canteen