ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷେତ୍ରଫଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷେତ୍ରଫଳ   ବିଶେଷ୍ୟ

ଅର୍ଥ : କୌଣସି ଭୂମି, ସ୍ଥାନ ବା ପଦାର୍ଥର ବର୍ଗାତ୍ମକ ପରିମାଣ ଯାହା, ତାହାର ଦୈର୍ଘ୍ୟ-ଓସାରର ଘାତ ବା ଗୁଣନରୁ ଜଣାପଡ଼ିଥାଏ

ଉଦାହରଣ : ମୋର କୋଠାର କ୍ଷେତ୍ରଫଳ ଚାରିଶହ ବର୍ଗଫୁଟ

ସମକକ୍ଷ : ବର୍ଗଫଳ


ଅନ୍ୟ ଭାଷାରେ ଅନୁବାଦ :

किसी भूमि, स्थान या पदार्थ का वर्गात्मक परिमाण जो, उसकी लंबाई-चौड़ाई के घात या गुणन से जाना जाता है।

मेरे मकान का क्षेत्रफल चार सौ वर्गफ़ीट है।
क्षेत्रफल, रकबा, रक़बा, वर्गफल

The extent of a 2-dimensional surface enclosed within a boundary.

The area of a rectangle.
It was about 500 square feet in area.
area, expanse, surface area