ଅର୍ଥ : କୌଣସି ବେପାରଆଦିରେ ହେଉଥିବା କ୍ଷତି
ଉଦାହରଣ :
ଏହି ବେପାରରେ ମୋର ଖାଲି କ୍ଷତି ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖରାପ ବା କଷ୍ଟକର ହୋଇଥିବା ପରିଣାମ
ଉଦାହରଣ :
ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
ସମକକ୍ଷ : ହାନି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହିତର ବିରୋଧୀ ଭାବ
ଉଦାହରଣ :
କାହାର ଅନିଷ୍ଟ ଚିନ୍ତା କରିବା ଉଚିତ୍ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
ଉଦାହରଣ :
ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
ଅନ୍ୟ ଭାଷାରେ ଅନୁବାଦ :