ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରିୟାବିଶେଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରିୟାବିଶେଷଣ   ବିଶେଷ୍ୟ

ଅର୍ଥ : ବ୍ୟାକରଣରେ ଯେଉଁ ଶବ୍ଦଦ୍ୱାରା କିଛି ବିଶେଷ ପ୍ରକାରରେ ବା ରୀତିରେ କାର୍ଯ୍ୟ ହେବା ସଦୃଶ ବୋଧ ହୁଏ

ଉଦାହରଣ : ସେ ଧୀରେଧୀରେ କବାଟ ଖୋଲିଲା, ଏହି ବାକ୍ୟରେ ଧୀରେଧୀରେ ହେଉଛି କ୍ରିୟା ବିଶେଷଣ


ଅନ୍ୟ ଭାଷାରେ ଅନୁବାଦ :

व्याकरण में वह शब्द जिससे किसी विशेष प्रकार या रीति से कार्य होने का बोध होता है।

उसने धीरे से दरवाज़ा खोला में धीरे से क्रियाविशेषण है।
क्रिया विशेषण, क्रिया-विशेषण, क्रियाविशेषण

The word class that qualifies verbs or clauses.

adverb