ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରାନ୍ତିବଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରାନ୍ତିବଳୟ   ବିଶେଷ୍ୟ

ଅର୍ଥ : ସୂର୍ଯ୍ୟଙ୍କର ଦୈନିକ ଭ୍ରମଣ ମାର୍ଗ ଯାହା ବାସ୍ତବରେ ପୃଥିବୀର ହିଁ ଭ୍ରମଣ ମାର୍ଗ

ଉଦାହରଣ : ଆରିଷ୍ଟୋଟଲ୍‌ ସର୍ବପ୍ରଥମେ ସମଶୀତୋଷ୍ଣ କଟିବନ୍ଧର ସୀମା କ୍ରାନ୍ତିବୃତ୍ତରୁ ଧ୍ରୁବବୃତ୍ତ ପର୍ଯ୍ୟନ୍ତ ବୋଲି ନିର୍ଦ୍ଧାରଣ କରିଥିଲେ

ସମକକ୍ଷ : କ୍ରାନ୍ତିବୃତ୍ତ, କ୍ରାନ୍ତିମଣ୍ଡଳ


ଅନ୍ୟ ଭାଷାରେ ଅନୁବାଦ :

सूर्य का दैनिक भ्रमण-मार्ग जो कि वास्तव में पृथ्वी का ही भ्रमण मार्ग है।

अरस्तू ने ही सबसे पहले समशीतोष्ण कटिबंध की सीमा क्रांति-वृत्त से ध्रुव वृत्त तक निश्चित की थी।
क्रांति मंडल, क्रांति वलय, क्रांति वृत्त, क्रांति-मंडल, क्रांति-वलय, क्रांति-वृत्त, क्रांतिमंडल, क्रांतिवलय, क्रांतिवृत्त, क्रान्ति मण्डल, क्रान्ति वृत्त, क्रान्ति-मण्डल, क्रान्ति-वृत्त, क्रान्तिमण्डल, क्रान्तिवृत्त