ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଡ଼ିବା   କ୍ରିୟାପଦ

ଅର୍ଥ : ମାଟି ଖୋଳି ଉଲଟ ପାଲଟ କରିବା

ଉଦାହରଣ : ମାଟିକୁ ଭୁସୁଭୁସିଆ କରିବା ପାଇଁ ଜମିକୁ କୋଡ଼ନ୍ତି


ଅନ୍ୟ ଭାଷାରେ ଅନୁବାଦ :

फावडे या पौंरा से अखाडे, खेत आदि की मिट्टी इस प्रकार खोदना तथा उसे उलट-पलट करना कि वह पोली, भुरभुरी और मुलायम हो जाय।

मिट्टी को पोली और भुरभुरी बनाने के लिए खेतों को गोडते हैं।
कोड़ना, गोड़ना