ଅର୍ଥ : ଜିଲେଟିନ୍ ସଦୃଶ୍ୟ ଏକ ବହଳିଆ ଦ୍ରବ୍ୟ ଯାହା ରୋଗୀର ଟିସୂରୁ ବାହାର କରାଯାଇଥାଏ
ଉଦାହରଣ :
ବେଳେବେଳେ କୋଲାଇଡ୍କୁ ଶରୀରରୁ ବାହାର କରିବା ନିମନ୍ତେ ଡାୟଲିସିସ୍ କରାଯାଇଥାଏ
ସମକକ୍ଷ : କଲିଲ୍, ଶ୍ଲିମ୍ ପଦାର୍ଥ
ଅନ୍ୟ ଭାଷାରେ ଅନୁବାଦ :
रोगग्रस्त ऊतकों से निकलने वाला एक जिलेटिन जैसा लसदार पदार्थ।
कभी-कभी कोलाइड को शरीर से बाहर निकालने के लिए डायलिसिस किया जाता है।A mixture with properties between those of a solution and fine suspension.
colloid