ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଟି ଖୋଳିବା ଓ ଖେତ କୋଡ଼ିବାର ଏକ ଉପକରଣ
ଉଦାହରଣ : ସେ କୋଦାଳରେ ଖେତ କୋଡ଼ୁଛି
ସମକକ୍ଷ : ଗଇଁନ୍ତି, ଫାଉଡ଼ା
ଅନ୍ୟ ଭାଷାରେ ଅନୁବାଦ :हिन्दी English
मिट्टी खोदने और खेत गोड़ने का एक उपकरण।
A tool with a flat blade attached at right angles to a long handle.
ସଂସ୍ଥାପନ କରନ୍ତୁ