ଅର୍ଥ : ଯେଉଁ ସ୍ଥାନରେ ଲୋକମାନେ ମହାଜନଙ୍କଠାରୁ ଟଙ୍କା ନେଣଦେଣ କରନ୍ତି
ଉଦାହରଣ :
କୃଷକଟି ତା ଝିଅ ବାହାଘରପାଇଁ କୋଠୀରୁ କିଛି ଟଙ୍କା ଉଧାର ଆଣିଲା
ସମକକ୍ଷ : ମହାଜନ କୋଠୀ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ लोग कोठीवाल से रुपए का लेन-देन करते हैं।
किसान ने अपनी बेटी की शादी के लिए कोठी से कुछ रुपए उधार लिए।