ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଟିପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଟିପତି   ବିଶେଷ୍ୟ

ଅର୍ଥ : କୋଟିଏ ଟଙ୍କାର ମାଲିକ

ଉଦାହରଣ : ଆଧୁନିକ ଯୁଗରେ କୋଟିପତିମାନଙ୍କର ଅଭାବ ନାହିଁ


ଅନ୍ୟ ଭାଷାରେ ଅନୁବାଦ :

करोड़ रुपयों का स्वामी।

आधुनिक युग में करोड़पतियों की कमी नहीं है।
करोड़पति

ଅର୍ଥ : ଯାହା ପାଖରେ ବହୁତ ଧନ ଅଛି

ଉଦାହରଣ : ଦିନକେଇଟାରେ ଆମ ସହରର କୋଟିପତି ଜଣକ ଭିକାରୀ ବନିଗଲେ


ଅନ୍ୟ ଭାଷାରେ ଅନୁବାଦ :

जिसके पास बहुत धन हो।

देखते-देखते हमारे शहर के करोड़ीमल फकीरचंद बन गए।
करोड़ीमल

କୋଟିପତି   ବିଶେଷଣ

ଅର୍ଥ : ଯାହାପାଖରେ ଅତି କମ୍‌ରେ କୋଟିଏ ଟଙ୍କା ଅଛି

ଉଦାହରଣ : ଶ୍ୟାମ କୋଟିପତି ହେବା ଲକ୍ଷରେ କୁଖ୍ୟାତ ଅପରାଧୀ ହୋଇଗଲା ଏହି ସଂସ୍ଥାର ସଂଚାଳନ ନିମନ୍ତେ କେତେଜଣ କୋଟିପତି ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

जिसके पास कम से कम एक करोड़ रुपया हो।

श्याम करोड़पति बनने के चक्कर में कुख्यात अपराधी बन गया।
इस संस्था के संचालन के लिए कई करोड़पति लोगों ने लाख-लाख रुपये दिए हैं।
करोड़पति