ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋକେନ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋକେନ୍‌   ବିଶେଷ୍ୟ

ଅର୍ଥ : କୋକା ନାମକ ଗଛର ପତ୍ରରୁ ତିଆରି ଏକ ମାଦକ ପଦାର୍ଥ

ଉଦାହରଣ : କୋକେନ୍‌ ଖାଇବାଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼େ


ଅନ୍ୟ ଭାଷାରେ ଅନୁବାଦ :

कोका नामक वृक्ष की पत्तियों से बना एक मादक पदार्थ।

कोकेन के सेवन से शरीर पर बुरा असर पड़ता है।
कोकीन, कोकेन