ଅର୍ଥ : ଆମ୍ବ ଟାକୁଆ ଭିତରେ ଥିବା ଶସ
ଉଦାହରଣ :
ପିଲାଟି ଆମ୍ବ ଟାକୁଆ ଭାଙ୍ଗି କୋଇଲି ବାହାର କରୁଛି
ସମକକ୍ଷ : ଆମ୍ବ ଟାକୁଆ ଭିତର ଶସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ କଳା ରଙ୍ଗର ଚଢ଼େଇ ଯାହାର ସ୍ୱର ମଧୁର
ଉଦାହରଣ :
କୋଇଲିର ସ୍ୱର ମନକୁ ମୋହିନିଏ
ସମକକ୍ଷ : କାମଦୂତ, କୋକିଳ, ପିକ, ମଦନଦୂତ
ଅନ୍ୟ ଭାଷାରେ ଅନୁବାଦ :
एक काले रंग का पक्षी जिसकी आवाज सुरीली होती है।
कोयल की आवाज़ मन को छू लेती है।Any of numerous European and North American birds having pointed wings and a long tail.
cuckoo