ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେଶିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେଶିନୀ   ବିଶେଷ୍ୟ

ଅର୍ଥ : ରାଜା ଅଜମୀଢ଼ଙ୍କ ଦୁଇପତ୍ନୀରୁ ଜଣେ

ଉଦାହରଣ : କେଶିନୀଙ୍କ ବର୍ଣ୍ଣନା ପୁରାଣରେ ମିଳେ


ଅନ୍ୟ ଭାଷାରେ ଅନୁବାଦ :

राजा अजमीढ़ की दो पत्नियों में से एक।

केशिनी का वर्णन पुराणों में मिलता है।
केशिनी

An imaginary being of myth or fable.

mythical being

ଅର୍ଥ : ରାଜା ସଗରଙ୍କ ସ୍ତ୍ରୀ

ଉଦାହରଣ : କେଶିନୀଙ୍କ ପୁତ୍ରମାନଙ୍କୁ କପିଳମୁନି ଭସ୍ମ କରି ଦେଇ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

राजा सगर की पत्नी।

केशिनी के पुत्रों को कपिल मुनि ने भस्म कर दिया था।
केशिनी

An imaginary being of myth or fable.

mythical being

ଅର୍ଥ : ବଡ଼ବଡ଼ ଏବଂ ସୁନ୍ଦର ବାଳ ଥିବା ସ୍ତ୍ରୀ

ଉଦାହରଣ : କବିମାନେ କେଶିନୀମାନଙ୍କ ବାଳକୁ ଘନ କଳା ବାଦଲ ସହିତ ତୁଳନା କରିଥାନ୍ତି

ସମକକ୍ଷ : କୁନ୍ତଳିନୀ


ଅନ୍ୟ ଭାଷାରେ ଅନୁବାଦ :

बड़े-बड़े और सुंदर बालों वाली स्त्री।

कवि ने केशिनी के बालों की तुलना घनघोर घटा से की है।
केशिनी, सुकेशी

ଅର୍ଥ : ଜଣେ ଅପ୍‌ସରା

ଉଦାହରଣ : ପୁରାଣରେ କେଶିନୀଙ୍କ ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

एक अप्सरा।

केशिनी का वर्णन पुराणों में है।
केशिनी

(classical mythology) a minor nature goddess usually depicted as a beautiful maiden.

The ancient Greeks believed that nymphs inhabited forests and bodies of water.
nymph

ଅର୍ଥ : ପାର୍ବତୀଙ୍କର ଜଣେ ସହଚରୀ

ଉଦାହରଣ : କେଶିନୀ ପାର୍ବତୀଙ୍କର ଅଭିନ୍ନ ସଖୀ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

पार्वती की एक सहेली।

केशिनी पार्वती की अभिन्न सहेली थी।
केशिनी

An imaginary being of myth or fable.

mythical being