ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେମିତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେମିତି   କ୍ରିୟା ବିଶେଷଣ

ଅର୍ଥ : କୌଣସି ପ୍ରକାରରେ

ଉଦାହରଣ : ଅସ୍ତିତ୍ୱହୀନ ଭଗବାନଙ୍କ ଠିକଣା ମଣିଷକୁ କେମିତି ଜଣାଯିବ?

ସମକକ୍ଷ : କିଭଳି


ଅନ୍ୟ ଭାଷାରେ ଅନୁବାଦ :

किस प्रकार।

अस्तित्वहीन भगवान का पता मनुष्य को क्योंकर लग सकता है।
कैसे, क्यूँकर, क्योंकर

ଅର୍ଥ : କୌଣସି ପ୍ରକାରେ

ଉଦାହରଣ : ମୁଁ ଆପଣଙ୍କୁ କିପରି ବତେଇବି ଯେ ମୁଁ କେତେ ଚିନ୍ତିତ ଅଛି

ସମକକ୍ଷ : କିପରି


ଅନ୍ୟ ଭାଷାରେ ଅନୁବାଦ :

किस तरह से।

हम आपको कैसे बताएँ कि हम कितने परेशान हैं।
किस तरह, किस तरह से, किस प्रकार, किस प्रकार से, कैसे

କେମିତି   ବିଶେଷଣ

ଅର୍ଥ : କାହାରି ରୂପ ବା ଗୁଣର

ଉଦାହରଣ : ରାମ ସହିତ ମିଶିଲାପରେ ସେ କେମିତି ଲୋକ ଜଣା ପଡ଼ିଲା

ସମକକ୍ଷ : କି ପ୍ରକାର, କେମିତି ପ୍ରକାରର


ଅନ୍ୟ ଭାଷାରେ ଅନୁବାଦ :

किस रूप या गुण का।

राम से मिलने के बाद ही पता चलेगा कि वह कैसा आदमी है।
किस प्रकार का, कैसा