ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେନ୍ଦ୍ରବିନ୍ଦୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେନ୍ଦ୍ରବିନ୍ଦୁ   ବିଶେଷ୍ୟ

ଅର୍ଥ : ଯେଉଁ ବିନ୍ଦୁରେ ଆଲୋକ ବା ଅନ୍ୟ ବିକିରଣର କିରଣରାଶି ଏକତ୍ରିତ ହୁଅନ୍ତି ବା ଯେଉଁ ଠାରେ ଏହା ପଡେ

ଉଦାହରଣ : ଉତ୍ତଳ ଏବଂ ଅବତଳ ଲେନ୍ସର କେନ୍ଦ୍ରବିନ୍ଦୁ ଅଲଗା ଅଲଗା ହୋଇଥାଏ

ସମକକ୍ଷ : କେଂଦ୍ରବିଂଦୁ, ଫୋକସ୍‌


ଅନ୍ୟ ଭାଷାରେ ଅନୁବାଦ :

वह बिन्दु जहाँ प्रकाश या अन्य विकिरण की किरणें एकत्रित होती हैं या जहाँ से वे फैलती हैं।

उत्तल और अवतल लैंस के केंद्र बिंदु अलग-अलग होते हैं।
केंद्र बिंदु, केंद्र बिन्दु, केंद्रबिंदु, केंद्रबिन्दु, केन्द्र बिंदु, केन्द्र बिन्दु, केन्द्रबिंदु, केन्द्रबिन्दु, फ़ोकस, फोकस

A point of convergence of light (or other radiation) or a point from which it diverges.

focal point, focus

ଅର୍ଥ : କୌଣସି ବୃତ ବା ପରିଧି ବା ପଂକ୍ତିର ଠିକ୍‌ ମଧ୍ୟ ଭାଗୀୟ ବିନ୍ଦୁ ବା ଭାଗ

ଉଦାହରଣ : ଏହି ବୃତ୍ତର କେନ୍ଦ୍ରବିନ୍ଦୁରୁ ଏକ ରେଖା ଟାଣ

ସମକକ୍ଷ : କେନ୍ଦ୍ର, ବିନ୍ଦୁନାଭି, ମଧ୍ୟବିନ୍ଦୁ


ଅନ୍ୟ ଭାଷାରେ ଅନୁବାଦ :

किसी वृत्त या परिधि या पंक्ति के ठीक बीचों-बीच का बिन्दु या भाग।

इस वृत्त के केंद्र बिंदु से जाती हुई एक रेखा खींचो।
केंद्र, केंद्र बिंदु, केन्द्र, केन्द्र बिन्दु, नाभि, मध्य बिंदु, मध्य-बिन्दु, मरकज, मरकज़

A point equidistant from the ends of a line or the extremities of a figure.

center, centre, midpoint