ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେନ୍ଦ୍ରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେନ୍ଦ୍ରକ   ବିଶେଷ୍ୟ

ଅର୍ଥ : ବୃଦ୍ଧି ଏବଂ ଜନନ ନିମନ୍ତେ ଉତ୍ତରଦାୟୀ ହୋଇଥିବା ଡି.ଏନ୍.ଏ. ଏବଂ ଆର୍.ଏନ୍.ଏ.ରେ ନିର୍ମିତ କୋଷିକାର ସେହି ଭାଗ

ଉଦାହରଣ : ସେ ଉତ୍ତର ଖାତାରେ କେନ୍ଦ୍ରକର ଚିତ୍ର ତିଆରି କରୁଛି

ସମକକ୍ଷ : କେଂଦ୍ରକ, କୋଷିକା କେନ୍ଦ୍ରକ


ଅନ୍ୟ ଭାଷାରେ ଅନୁବାଦ :

डी एन ए एवं आर एन ए से निर्मित कोशिका का वह भाग जो वृद्धि एवं जनन के लिए उत्तरदायी होता है।

वह उत्तर पुस्तिका में केन्द्रक का चित्र बना रहा है।
केंद्रक, केन्द्रक, कोशिका केन्द्रक

A part of the cell containing DNA and RNA and responsible for growth and reproduction.

cell nucleus, karyon, nucleus