ଅର୍ଥ : କୃତଜ୍ଞ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସଂକଟ ସମୟରେ ଯେ ଯେପରି ରାମକୁ ସାହାଯ୍ୟ କରିଥିଲେ ସେ ସମସ୍ତଙ୍କ ପ୍ରତି ସେହିପରି କୃତଜ୍ଞତା ପ୍ରକାଶ କଲେ
ଅନ୍ୟ ଭାଷାରେ ଅନୁବାଦ :
किसी के उपकार के लिये प्रकट की जानेवाली कृतज्ञता।
सङ्कट के समय जिस-जिस ने राम की सहायता की उन सबके प्रति उसने कृतज्ञता प्रकट की।A feeling of thankfulness and appreciation.
He was overwhelmed with gratitude for their help.