ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୂପମଣ୍ଡୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୂପମଣ୍ଡୁକ   ବିଶେଷ୍ୟ

ଅର୍ଥ : ଯେ କୂଅରେ ରହୁଥିବା ବେଙ୍ଗ ଭଳି ବହୁତ ଛୋଟ କ୍ଷେତ୍ରରେ ରହେ ଏବଂ ଯାହାର ବାହାର ଜଗତ ସମ୍ପର୍କରେ କିଛି ବି ଜ୍ଞାନ ନ ଥାଏ

ଉଦାହରଣ : କୂପମଣ୍ଡୁକର ବ୍ୟକ୍ତିତ୍ୱରେ ପୂର୍ଣ୍ଣ ବିକାଶ ହୋଇପାରେ ନାହିଁ

ସମକକ୍ଷ : କୂପମଂଡୁକ


ଅନ୍ୟ ଭାଷାରେ ଅନୁବାଦ :

वह जो कुएँ में रहने वाले मेंढक की तरह बहुत ही छोटे क्षेत्र में रहता हो और बाहरी जगत का कुछ भी ज्ञान न रखता हो।

कूपमंडूक के व्यक्तित्व का पूर्णतः विकास नहीं हो पाता।
कूप मंडूक, कूपमंडूक

ଅର୍ଥ : କୁଅରେ ରହୁଥିବା ବେଙ୍ଗ

ଉଦାହରଣ : ବର୍ଷାଦିନେ କୂଅର ଜଳସ୍ତର ଉପରକୁ ଆସିଯିବାରୁ କୂଅବେଙ୍ଗ ବାହାରକୁ ଚାଲିଆସେ

ସମକକ୍ଷ : କୂଅବେଙ୍ଗ, କୂପମଂଡୁକ


ଅନ୍ୟ ଭାଷାରେ ଅନୁବାଦ :

कुएँ में रहनेवाला मेढक।

बरसात के दिनों में कुओं का जल स्तर ऊपर आ जाने के कारण कूपमंडूक बाहर आ जाते हैं।
कूप मंडूक, कूपमंडूक