ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଶ ବଟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଶ ବଟୁ   ବିଶେଷ୍ୟ

ଅର୍ଥ : କର୍ମକାଣ୍ଡରେ ଅନାମିକାରେ ପିନ୍ଧା ଯାଉଥିବା କୁଶ ମୁଦି

ଉଦାହରଣ : ପୂଜାରେ ପୁରୋହିତ ଯଜମାନକୁ ଅନାମିକାରେ କୁଶ ବଟୁ ପିନ୍ଧିବାକୁ କହିଲେ


ଅନ୍ୟ ଭାଷାରେ ଅନୁବାଦ :

कर्मकांड में अनामिका में पहनने का कुश का छल्ला।

पूजा के दौरान पंडितजी ने यजमान को अनामिका में पवित्री पहनने को कहा।
कुशमुद्रिका, पवित्री, पैंती