ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁପରିବାହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁପରିବାହୀ   ବିଶେଷ୍ୟ

ଅର୍ଥ : ଯେଉଁ ବସ୍ତୁ ନିଜ ଭିତର ଦେଇ ବିଦ୍ୟୁତ, ତାପଆଦିକୁ ପ୍ରବାହିତ ହେବାକୁ ଦିଏ ନାହିଁ

ଉଦାହରଣ : ବିଜୁଳି ଖୁଣ୍ଟରେ ଚୀନା ମାଟିର କୁପରିବାହୀ ଲଗାଯାଇଥାଏ

ସମକକ୍ଷ : କୁପରିବାହକ, କୁସଂଚାଳକ


ଅନ୍ୟ ଭାଷାରେ ଅନୁବାଦ :

वह वस्तु जो अपने में से होकर विद्युत, ताप आदि को प्रवाहित नहीं होने देती है।

बिजली के खंभों में चीनी मिट्टी के बने कुचालक लगे होते हैं।
कुचालक

A material such as glass or porcelain with negligible electrical or thermal conductivity.

dielectric, insulator, nonconductor

କୁପରିବାହୀ   ବିଶେଷଣ

ଅର୍ଥ : ଯେ ବହନ ବା ପ୍ରବାହିତ କରିବା ନିମନ୍ତେ ଉତ୍ତମ ନୁହେଁ

ଉଦାହରଣ : କାଠ ବିଦ୍ୟୁତର କୁପରିବାହୀ


ଅନ୍ୟ ଭାଷାରେ ଅନୁବାଦ :

जो वहन या प्रवाहित करने के लिए उत्तम न हो।

लकड़ी विद्युत का कुचालक है।
कुचालक