ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁପନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁପନ   ବିଶେଷ୍ୟ

ଅର୍ଥ : ମୁଦ୍ରିତ ହୋଇଥିବା ଛୋଟ କାଗଜ ଖଣ୍ଡ ଯେଉଁଥିରେ ଜଣକୁ କୌଣସି ଜିନିଷ କିଛି ପରିମାଣରେ ମିଳିବାର ଅଧିକାର ଦିଆଯାଇଥାଏ

ଉଦାହରଣ : ଆମେ ଭୋଜନାଳୟରେ ଖାଇବାପାଇଁ ଆଗତୁରା ପଚାଶ ଟଙ୍କାର କୁପନ କିଣିଲୁ


ଅନ୍ୟ ଭାଷାରେ ଅନୁବାଦ :

वह मुद्रित पत्र का टुकड़ा जो इस बात का सूचक होता है कि इसके स्वामी को अमुक वस्तु इतनी मात्रा में पाने का अधिकार है।

हमने भोजनालय में भोजन करने के लिए पहले पचास-पचास रुपए के कूपन लिए।
कूपन

A negotiable certificate that can be detached and redeemed as needed.

coupon, voucher