ଅର୍ଥ : ପାକିସ୍ତାନରେ ଦେଖାଯାଉଥିବା ଏକ ପ୍ରକାର ମଇଁଷି
ଉଦାହରଣ :
କୁନ୍ଧୀ ମଇଁଷି ଦିନକୁ ପ୍ରାୟ ନଅ କିଲୋ କ୍ଷୀର ଦିଏ
ସମକକ୍ଷ : କୁନ୍ଧୀ
ଅନ୍ୟ ଭାଷାରେ ଅନୁବାଦ :
पाकिस्तान में पाई जानेवाली एक प्रकार की भैंस।
कुंधी एक दिन में लगभग नौ किलो दूध देती है।