ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁନ୍ଦ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ହଳଦିଆ ରଙ୍ଗର ଅଠା

ଉଦାହରଣ : ଔଷଧ ରୂପରେ କୁନ୍ଦୁରର ବ୍ୟବହାର ହୋଇଥାଏ

ସମକକ୍ଷ : କୁଂଦ, କୁଂଦୁର, କୁନ୍ଦୁର


ଅନ୍ୟ ଭାଷାରେ ଅନୁବାଦ :

एक प्रकार का पीले रंग का गोंद।

कुंदुर का प्रयोग औषधि के रूप में होता है।
कुंद, कुंदुर, कुन्द, कुन्दुर

ଅର୍ଥ : କାଠର ଯେଉଁ ଚଉଡ଼ା ଖଣ୍ଡ ଉପରେ ବାସନ ରଖି ତାକୁ ରେନ୍ତିରେ ରନ୍ଦା ଯାଏ

ଉଦାହରଣ : ତଠାରି କିଛି ବାସନକୁ କୁନ୍ଦ ଉପରେ ରଖି ସଫା କରୁଛି


ଅନ୍ୟ ଭାଷାରେ ଅନୁବାଦ :

काठ का वह चौड़ा टुकड़ा जिसपर बरतन रखकर रेती से रेतते हैं।

ठठेरा कुछ बरतनों को फरही पर रखकर रेत रहा है।
फरही

ଅର୍ଥ : ଏକ ପର୍ବତ

ଉଦାହରଣ : ସେ କୁନ୍ଦ ଆଡକୁ ବୁଲିବାକୁ ଯାଇଛି

ସମକକ୍ଷ : କୁଂଦ


ଅନ୍ୟ ଭାଷାରେ ଅନୁବାଦ :

एक पर्वत।

वे कुंद की ओर टहलने गए हैं।
कुंद, कुन्द

A land mass that projects well above its surroundings. Higher than a hill.

mount, mountain

ଅର୍ଥ : କୁବେରଙ୍କ ନବନିଧିମାନଙ୍କ ମଧ୍ୟରୁ ଗୋଟିଏ

ଉଦାହରଣ : ବିଶ୍ୱାସ କରାଯାଏ ଯେ କୁନ୍ଦର ଧନ କେବେ ସମାପ୍ତ ହୁଏ ନାହିଁ

ସମକକ୍ଷ : କୁଂଦ


ଅନ୍ୟ ଭାଷାରେ ଅନୁବାଦ :

कुबेर की नौ निधियों में से एक।

ऐसा माना जाता है कि कुंद का धन कभी समाप्त नहीं होता है।
कुंद, कुन्द

ଅର୍ଥ : ଯୂଇ ଭଳି ଏକ ଗଛ

ଉଦାହରଣ : ମକରନ୍ଦ ଫୁଲରେ ଲଦି ହୋଇଛି

ସମକକ୍ଷ : କୁଂଦ, ମକରଂଦ, ମକରନ୍ଦ


ଅନ୍ୟ ଭାଷାରେ ଅନୁବାଦ :

जूही के समान एक पौधा।

मकरंद फूलों से लदा है।
कुंद, कुन्द, मकरंद, मकरन्द

Native to eastern Asia. Widely cultivated for its large pink or white flowers.

indian lotus, lotus, nelumbo nucifera, sacred lotus

ଅର୍ଥ : କାଠ, ଧାତୁଆଦିକୁ ଠିକ୍‌ ଭାବେ ଚିକ୍କଣ କରିବାର ଏକ ଯନ୍ତ୍ର

ଉଦାହରଣ : ସେ ନିଜ କାର୍ଯ୍ୟ କ୍ଷେତ୍ରରେ ଦୁଇଟି କୁନ୍ଦ ଲଗାଇଛି

ସମକକ୍ଷ : ଲେଦ ମେସିନ


ଅନ୍ୟ ଭାଷାରେ ଅନୁବାଦ :

लकड़ी,धातु आदि की सतह चिकनी करने का एक यंत्र।

उसने अपनी कार्यशाला में दो ख़राद लगा रखे हैं।
कुंद, कुन्द, खराद, खराद मशीन, ख़राद, ख़राद मशीन, लेथ, लेथ मशीन

Machine tool for shaping metal or wood. The workpiece turns about a horizontal axis against a fixed tool.

lathe

ଅର୍ଥ : ଏକ ପ୍ରକାର ଯନ୍ତ୍ର

ଉଦାହରଣ : କୁନ୍ଦଯନ୍ତ୍ରରେ ତମ୍ବା, ପିତ୍ତଳ ଆଦି ବାସନ ପାଲିସ୍ କରାଯାଏ

ସମକକ୍ଷ : କୁନ୍ଦଯନ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

एक प्रकार का यंत्र।

कूग से ताँबे,पीतल आदि के बरतन खरादे जाते हैं।
कूग