ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଯାନ୍ତ୍ରିକ ଅଂଶ କୌଣସି ଚକକୁ ପଛକୁ ବୁଲିବାରୁ ଅଟକାଏ
ଉଦାହରଣ : ଏହି ସାଇକେଲର କୁତ୍ତା ଖରାପ ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह पुरजा जो किसी चक्र या चक्के को पीछे की ओर घूमने से रोकता है।
A hinged catch that fits into a notch of a ratchet to move a wheel forward or prevent it from moving backward.
ଅର୍ଥ : କୁକୁରର ସାହିତ୍ୟିକ ପ୍ରୟୋଗ
ଉଦାହରଣ : ଦର୍ପଣ କେଳିକୁଞ୍ଜଦେଇ ଶ୍ୱାନ ପଶି ଆସିଲା
ସମକକ୍ଷ : ଶ୍ୱାନ
ଅନ୍ୟ ଭାଷାରେ ଅନୁବାଦ :हिन्दी
कुत्ते का साहित्यिक प्रयोग।
ସଂସ୍ଥାପନ କରନ୍ତୁ