ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁତୁକୁତୁ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁତୁକୁତୁ କରିବା   କ୍ରିୟାପଦ

ଅର୍ଥ : ହସାଇବା ବା ଚିଡାଇବାପାଇଁ କାହାର ତଳିପାଦ, କାଖଆଦି କୋମଳ ଅଙ୍ଗକୁ ଆଉଁସିବା

ଉଦାହରଣ : ମା’ ଛୁଆକୁ କୁତୁକୁତୁ କରୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

हँसाने या छेड़ने के लिए किसी का तलवा, बगल आदि कोमल अंगों को सहलाना।

माँ बच्चे को गुदगुदी कर रही है।
गुदगुदाना, गुदगुदी करना

Touch (a body part) lightly so as to excite the surface nerves and cause uneasiness, laughter, or spasmodic movements.

tickle, titillate, vellicate

ଅର୍ଥ : ମଜା ବା କୌତୁକପାଇଁ ଚିଡ଼ାଇବା

ଉଦାହରଣ : ରାମୁ ସର୍ବଦା ଜେଜେଙ୍କୁ କୁତୁକୁତୁ କରେ


ଅନ୍ୟ ଭାଷାରେ ଅନୁବାଦ :

विनोद या परिहास के लिए छेड़ना।

रामू हमेशा दादाजी को गुदगुदाता है।
गुदगुदाना

Excite pleasurably or erotically.

A titillating story appeared in the usually conservative magazine.
titillate