ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଣ୍ଡ   ବିଶେଷ୍ୟ

ଅର୍ଥ : କ୍ଷୁଦ୍ର ଜଳାଶୟ

ଉଦାହରଣ : ଏହା ଉତ୍ତପ୍ତ ପାଣିର କୁଣ୍ଡ

ସମକକ୍ଷ : ଜଳାଶୟ, ବାମ୍ଫି


ଅନ୍ୟ ଭାଷାରେ ଅନୁବାଦ :

छोटा जलाशय।

यह गरम पानी का कुंड है।
अवट, आहर, कुंड, कुण्ड

An excavation that is (usually) filled with water.

pool

ଅର୍ଥ : ମାଟିର ବଡ଼କୁଣ୍ଡ

ଉଦାହରଣ : ମଇଁଷିଙ୍କ ଲାଗି ନନ୍ଦିଆରେ କୁଳୁଚି ଗୋଳାଇ ଦିଅ

ସମକକ୍ଷ : ନନ୍ଦିଆ


ଅନ୍ୟ ଭାଷାରେ ଅନୁବାଦ :

मिट्टी की बड़ी नाँद।

भैंस के लिए नंदोले में सानी-पानी कर दो।
नंदोला

ଅର୍ଥ : କାଠ, ମାଟି, ପଥରଆଦିରେ ପାଣିରଖିବା ନିମନ୍ତେ ତିଆରି ହୋଇଥିବା ଗଭୀର ପାତ୍ର

ଉଦାହରଣ : କୁଣ୍ଡଟି ପାଣିରେ ଭର୍ତ୍ତି ହୋଇଛି


ଅନ୍ୟ ଭାଷାରେ ଅନୁବାଦ :

पानी रखने का काठ, मिट्टी, पत्थर आदि का बना गहरा बर्तन।

कूँड़ा पानी से भरा हुआ है।
कूँड़ा

ଅର୍ଥ : ଜଳସେଚନପାଇଁ କୂଅରୁ ପାଣି ବାହାର କରିବାର ଏକ ପାତ୍ର

ଉଦାହରଣ : କୃଷକ କୁଣ୍ଡଦ୍ୱାରା ପାଣି ବାହାର କରି କ୍ଷେତରେ ଜଳସେଚନ କରୁଛି


ଅନ୍ୟ ଭାଷାରେ ଅନୁବାଦ :

सिंचाई के लिए कुएँ से पानी निकालने का एक प्रकार का डोल।

किसान कूँड़ द्वारा पानी निकाल कर खेत की सिंचाई कर रहा है।
कूँड़

ଅର୍ଥ : ମାଟି, ଗୋଡ଼ିଆଦିରେ ତିଆରିହୋଇଥିବା ବଡ଼ପାତ୍ର ଯେଉଁଥିରେ ପଶୁମାନଙ୍କୁ ଖାଦ୍ୟଖାଇବାକୁ ଓ ପାଣିପିଇବାକୁ ଦିଆଯାଏ

ଉଦାହରଣ : ରାମୁ ବଳଦମାନଙ୍କପାଇଁ ନନ୍ଦିଆରେ କୁଳୁଚି-ପାଣି ଭର୍ତ୍ତି କରୁଛି

ସମକକ୍ଷ : ନନ୍ଦ, ନନ୍ଦିଆ, ନାନ୍ଦ, ନାନ୍ଦିଆ


ଅନ୍ୟ ଭାଷାରେ ଅନୁବାଦ :

मिट्टी, कंकड़ आदि का बना वह बड़ा बरतन जिसमें पशुओं को चारा दिया या पानी पिलाया जाता है।

रामू बैलों के लिए नाँद में सानी-पानी कर रहा है।
अथरा, खोर, नाँद, नांद, नाद

A container (usually in a barn or stable) from which cattle or horses feed.

manger, trough

ଅର୍ଥ : ମାଟିରେ ତିଆରି ଏକ ପ୍ରକାରର ବାସନ

ଉଦାହରଣ : କୁଣ୍ଡରେ ପାଣି ଗରମ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

मिट्टी का बना एक प्रकार का बर्तन।

ततहड़े में पानी गर्म करते हैं।
ततहड़ा

ଅର୍ଥ : ବଡ଼ ମାଠିଆ

ଉଦାହରଣ : ଯାତ୍ରୀମାନଙ୍କ ପିଇବା ପାଇଁ ସେଠଜୀ ଚାରିଛକିରେ କୁଣ୍ଡରେ ପାଣି ରଖାଇଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

चौड़े मुँह का गहरा बर्तन।

यात्रियों के पीने के लिए सेठजी ने चौराहे पर कुंडे में पानी रखवाया है।
कुंड, कुंडा, कुण्ड, कुण्डा

ଅର୍ଥ : ତରଳ ପଦାର୍ଥ ବା ଗ୍ୟାସ୍‌ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ

ଉଦାହରଣ : ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ

ସମକକ୍ଷ : ଟାଙ୍କି


ଅନ୍ୟ ଭାଷାରେ ଅନୁବାଦ :

तरल पदार्थ या गैस रखने का एक कुंडनुमा ढक्कनदार बरतन।

टंकी में पानी भर कर रख दो क्योंकि कल पानी नहीं आएगा।
टंकी, टाँकी, टांकी

A large (usually metallic) vessel for holding gases or liquids.

storage tank, tank

ଅର୍ଥ : ଦ୍ବିତୀୟ ସବର୍ଣ୍ଣ ବା ଉପପତି ଦ୍ବାରା ସ୍ତ୍ରୀଠାରୁ ଉତ୍ପନ୍ନ ପୁତ୍ର

ଉଦାହରଣ : କୁଣ୍ଡ ଏବେ ବିବାହଯୋଗ୍ୟ ହୋଇଲାଣି

ସମକକ୍ଷ : ଜାରଜ, ବେଧଫଳ


ଅନ୍ୟ ଭାଷାରେ ଅନୁବାଦ :

स्त्री के दूसरे सवर्ण पति या उपपति से उत्पन्न पुत्र।

अवावट अब विवाह योग्य हो चुका है।
अवावट

ଅର୍ଥ : ଛୋଟ ନନ୍ଦିଆ

ଉଦାହରଣ : ଶୀଲା ବାଛୁରୀକୁ କୁଣ୍ଡରେ ପାଣି ପେଉଛି


ଅନ୍ୟ ଭାଷାରେ ଅନୁବାଦ :

छोटी नाँद।

शीला बछड़े को अथरी में पानी पिला रही है।
अथरी

ଅର୍ଥ : ଚୌଡ଼ା ମୁହଁଥିବା ଏକ ପ୍ରକାର ବାସନ

ଉଦାହରଣ : କୁଣ୍ଡ ଧୋଇ ସେଥିରେ କ୍ଷୀର ରଖ


ଅନ୍ୟ ଭାଷାରେ ଅନୁବାଦ :

चौड़े मुँह का एक प्रकार का बरतन।

बहुगुने को धोकर उसमें दूध रख दो।
बहुगुना, बोंगना