ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କିଣ୍ୱନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କିଣ୍ୱନ   ବିଶେଷ୍ୟ

ଅର୍ଥ : ଯେଉଁ ରାସାୟନିକ ପ୍ରକ୍ରିୟାରେ ସୂକ୍ଷ୍ମ ଜୀବ ବା ଏଞ୍ଜାଇମ ଦ୍ୱାରା କାର୍ବନିକ ପଦାର୍ଥର ଅପଘଟନ ଘଟେ

ଉଦାହରଣ : କିଣ୍ୱନ ଦ୍ୱାରା ହିଁ ଦୁଧରୁ ଦହି ହୁଏ


ଅନ୍ୟ ଭାଷାରେ ଅନୁବାଦ :

वह रासायनिक क्रिया जिसमें कार्बनिक पदार्थों का अपघटन सूक्ष्म जीव या एंजाइमों के द्वारा होता है।

किण्वन द्वारा ही दूध से दही बनता है।
किण्वन, संधान

A process in which an agent causes an organic substance to break down into simpler substances. Especially, the anaerobic breakdown of sugar into alcohol.

ferment, fermentation, fermenting, zymolysis, zymosis