ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କିଣାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କିଣାଇବା   କ୍ରିୟାପଦ

ଅର୍ଥ : କାହାରିକୁ କିଣିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ପିଲାମାନେ ଜିଦ୍ କରି ଏହି ଖେଳନାଟିକୁ କିଣାଇଲେ

ସମକକ୍ଷ : କ୍ରୟ କରାଇବା, ଖରିଦ କରାଇବା


ଅନ୍ୟ ଭାଷାରେ ଅନୁବାଦ :

किसी को खरीदने में प्रवृत्त करना।

बच्चे ने जिद करके यह खिलौना खरीदवाया।
खरीदवाना