ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାୟସ୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାୟସ୍ଥ   ବିଶେଷ୍ୟ

ଅର୍ଥ : କାୟସ୍ଥ ଜାତିର ସଦସ୍ୟ

ଉଦାହରଣ : ମୋ ବନ୍ଧୁମାନଙ୍କ ମଧ୍ୟରୁ କେତେକ କାୟସ୍ଥ ଅଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

कायस्थ जाति का सदस्य।

मेरे दोस्तों में से कई कायस्थ हैं।
कायथ, कायस्थ

One of the persons who compose a social group (especially individuals who have joined and participate in a group organization).

Only members will be admitted.
A member of the faculty.
She was introduced to all the members of his family.
fellow member, member

ଅର୍ଥ : ଗୋଟିଏ ହିନ୍ଦୁ ଜାତି ଯାହାର ସଦସ୍ୟ ବିଶେଷକରି ହିସାବ କିତାବ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି

ଉଦାହରଣ : ସେ ନିଜପୁଅର ବିବାହ କାୟସ୍ଥ ଜାତିରେ କରିଛି

ସମକକ୍ଷ : କରଣ, କରଣ ଜାତି, କାୟସ୍ଥ ଜାତି


ଅନ୍ୟ ଭାଷାରେ ଅନୁବାଦ :

एक हिंदू जाति जिसके सदस्य विशेषकर लिपिक का कार्य करते थे।

उसने अपने लड़के की शादी कायस्थ जाति में की है।
कायथ, कायस्थ, कायस्थ जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati