ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାସା   ବିଶେଷ୍ୟ

ଅର୍ଥ : ଭିକ ମାଗିବାନିମନ୍ତେ ଫକୀରମାନେ ରଖିଥିବା ପ୍ରଶସ୍ତ ନାରିକେଳରେ ନିର୍ମିତ ଏକ ପାତ୍ର

ଉଦାହରଣ : ଫକୀର କାସା ହସ୍ତରେ ଘରଘର ବୁଲି ଭିକ ମାଗୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

दरियाई नारियल का वह बर्तन जो फकीर भीख माँगने के लिए रखते हैं।

फकीर हाथ में कासा लिए घर-घर घूमकर भीख माँग रहा था।
कासा