ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜେଲଖାନାର ଏହି କ୍ଷୁଦ୍ର ଏବଂ ଅନ୍ଧାରୁଆ ଘର ଯେଉଁଥିରେ ନିଃସଙ୍ଗତାର ଦଣ୍ଡ ପାଇଥିବା କଏଦୀମାନେ ରହିଥାନ୍ତି
ଉଦାହରଣ : ରାଜା ନିଜ ଶତ୍ରୁକୁ କାଳକୋଠରୀରେ ବନ୍ଦ କରିଦେଲେ
ସମକକ୍ଷ : ଅନ୍ଧାରଘର
ଅନ୍ୟ ଭାଷାରେ ଅନୁବାଦ :हिन्दी
जेलखाने की वह बहुत छोटी और अँधेरी कोठरी जिसमें कैद-तनहाई की सजा पानेवाले कैदी रखे जाते हैं।
ସଂସ୍ଥାପନ କରନ୍ତୁ