ଅର୍ଥ : କରିବା ବା ହେବାପାଇଁ ପ୍ରବୃତ୍ତ କରିବା
ଉଦାହରଣ :
ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
ସମକକ୍ଷ : କରିବା, ନିମିତ୍ତ ହେବା, ହେତୁ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମ, ଘଟଣା ଆଦି ଘଟିବା,କରିବା,ହେବା ଆଦିର କାରଣ ହେବା
ଉଦାହରଣ :
ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ଆପଣଙ୍କ ଅନୁତ୍ତୀର୍ଣ୍ଣ ହେବାର କାରଣ
ସମକକ୍ଷ : ନିମିତ୍ତହେବା, ହେତୁହେବା
ଅନ୍ୟ ଭାଷାରେ ଅନୁବାଦ :
* किसी काम, घटना आदि के घटने, करने, होने आदि का कारण होना।
अत्यधिक आत्मविश्वास ही आपके अनुत्तीर्ण होने का कारण है।