ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାରଗିଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାରଗିଲ   ବିଶେଷ୍ୟ

ଅର୍ଥ : ଭାରତର ଜମ୍ମୁ ଓ କାଶ୍ମୀର ପ୍ରାନ୍ତର ଏକ ସହର

ଉଦାହରଣ : କାରଗିଲ ସହରର ଏହି କମ୍ପାନୀ ବହୁତ କ୍ଷତି ସହିଛି

ସମକକ୍ଷ : କାରଗିଲ ସହର


ଅନ୍ୟ ଭାଷାରେ ଅନୁବାଦ :

भारत के जम्मू और कश्मीर प्रांत का एक शहर।

कारगिल शहर के इस कंपनी को बहुत फायदा हुआ है।
कारगिल, कारगिल शहर

ଅର୍ଥ : ଭାରତର ଜମ୍ମୂ ଓ କାଶ୍ମୀରର ଏକ ଜିଲ୍ଲା

ଉଦାହରଣ : କାରଗିଲ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ କାରଗିଲ ସହରରେ ଅବସ୍ଥିତ

ସମକକ୍ଷ : କାରଗିଲ ଜିଲ୍ଲା


ଅନ୍ୟ ଭାଷାରେ ଅନୁବାଦ :

भारत के जम्मू और कश्मीर प्रांत का एक जिला।

कारगिल जिले का मुख्यालय कारगिल शहर में है।
कारगिल, कारगिल ज़िला, कारगिल जिला

A region marked off for administrative or other purposes.

district, dominion, territorial dominion, territory