ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାବେରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାବେରୀ   ବିଶେଷ୍ୟ

ଅର୍ଥ : ସଂପୂର୍ଣ୍ଣ ଜାତିର ଗୋଟିଏ ରାଗିଣୀ

ଉଦାହରଣ : ସଂଗୀତଜ୍ଞ କାବେରୀ ରାଗରେ ଗାଉଥିଲେ


ଅନ୍ୟ ଭାଷାରେ ଅନୁବାଦ :

संपूर्ण जाति की एक रागिनी।

संगीतज्ञ कावेरी गा रहा है।
कावेरी

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଦକ୍ଷିଣ ଭାରତରେ ପ୍ରବାହିତ ହେଉଥିବା ଏକ ନଦୀ

ଉଦାହରଣ : କାବେରୀ ନଦୀର ଜଳକୁ ନେଇ କର୍ଣ୍ଣାଟକ ଓ ତାମିଲନାଡ଼ୁ ମଧ୍ୟରେ ବିବାଦ ଘନୀଭୂତ ହୋଇଛି

ସମକକ୍ଷ : କାବେରୀ ନଦୀ


ଅନ୍ୟ ଭାଷାରେ ଅନୁବାଦ :

A large natural stream of water (larger than a creek).

The river was navigable for 50 miles.
river