ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାନ୍ଦୁରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାନ୍ଦୁରା   ବିଶେଷଣ

ଅର୍ଥ : ଅତିଶୀଘ୍ର କାନ୍ଦିପକାଇବା

ଉଦାହରଣ : କାନ୍ଦୁରା ପିଲାକୁ କେହି ପସନ୍ଦ କରନ୍ତି ନାହିଁ


ଅନ୍ୟ ଭାଷାରେ ଅନୁବାଦ :

तुरन्त रो देनेवाला।

रोवना बच्चे को कोई पसंद नहीं करता।
रुदनशील, रोंदू, रोनहा, रोवना, रोवनिया

ଅର୍ଥ : ଯେ କାନ୍ଦିବା ଅବସ୍ଥାରେ ଥାଏ ବା ଦେଖିଲେ ଏମିତି ଲାଗେ କି ଯେ ସେ ଏବେ କାନ୍ଦି ପକେଇବ

ଉଦାହରଣ : ତା କଥା ଶୁଣୁଶୁଣୁ ହିଁ ଶ୍ୟାମର ଚେହେରା କାନ୍ଦକାନ୍ଦ ହୋଇଗଲା ତାର କାନ୍ଦୁରା ଚେହେରା ଦେଖି ମୋର ଦୟା ଆସିଲା

ସମକକ୍ଷ : କାନ୍ଦକାନ୍ଦ


ଅନ୍ୟ ଭାଷାରେ ଅନୁବାଦ :

जो रोने को हो या देखकर ऐसा लगे कि जो अब रोने वाला हो।

उसकी बात सुनते ही श्याम का चेहरा रुआँसा हो गया।
उसकी रोनी सूरत देखकर मुझे दया आ गई।
रुआँसा, रुआंसा, रोआँसा, रोआंसा, रोनी, रोवासा

Liable to weep easily.

weepy