ଅର୍ଥ : ଯେଉଁ ଟୋପିରେ ମୁଣ୍ଡ ଏବଂ ଦୁଇ କାନ ଢାଙ୍କି ଯାଏ
ଉଦାହରଣ :
ଥଣ୍ଡାରୁ ରକ୍ଷା ପାଇବାପାଇଁ ବୁଢା ବାପା କାନଘୋଡ଼ାଟୋପି ପିନ୍ଧିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
Either of a pair of ear coverings (usually connected by a headband) that are worn to keep the ears warm in cold weather.
earmuff