ଅର୍ଥ : କୌଣସି ଧାର୍ମିକ କୃତ୍ୟ ଅବସରରେ କୌଣସି ଦେବୀ, ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପି ଦେଇ କାନ କଟା ହୋଇଥିବା ଅଣ୍ଡିରା ଛେଳି
ଉଦାହରଣ :
କୁକୁରଟି କାନକଟା ଛେଳିକୁ ଦୌଡ଼ାଉଛି
ଅନ୍ୟ ଭାଷାରେ ଅନୁବାଦ :
वह बकरा जिसका कान किसी धार्मिक कृत्य के अवसर पर काटकर किसी देवी, देवता आदि को चढ़ा दिया गया हो।
कुत्ते कनकट्टे बकरे को दौड़ा रहे हैं।