ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଠର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଠର   ବିଶେଷଣ

ଅର୍ଥ : କାଠ ବା କାଠ ସହ ସମ୍ବନ୍ଧିତ

ଉଦାହରଣ : ବଢ଼େଇ ଗୋଟିଏ କାଠର ଖେଳଣା ତିଆରି କରୁଛି


ଅନ୍ୟ ଭାଷାରେ ଅନୁବାଦ :

आबनूस का या आबनूस से संबंधित।

बढ़ई एक आबनूसी खिलौना बना रहा है।
आबनूसी

ଅର୍ଥ : କାଷ୍ଠର ବା ତା ସହିତ ସମ୍ବନ୍ଧିତ

ଉଦାହରଣ : ଶିଶୁ ଆଦି କାଠର ଗଣ୍ଡି ବହୁତ ମଜବୁତ

ସମକକ୍ଷ : କାଷ୍ଠୀୟ


ଅନ୍ୟ ଭାଷାରେ ଅନୁବାଦ :

लकड़ी या काष्ठ का या उससे संबंधित।

शीशम आदि के काष्ठीय तने बहुत मज़बूत होते हैं।
काष्ठीय, लकड़ी का