ଅର୍ଥ : କାକଡା ଗଛ ଉପରେ ଉଠିଥିବା ଏକ ବଙ୍କା ପୋଲା ପରଜୀବୀ
ଉଦାହରଣ :
କାକଡ଼ାସିଙ୍ଗୀ ଔଷଧ ତିଆରି କରିବାପାଇଁ ବ୍ୟବହାର କରାଯାଇଥାଏ
ଅନ୍ୟ ଭାଷାରେ ଅନୁବାଦ :
काकड़ा के पेड़ पर लगा हुआ एक टेढ़ा पोला बाँदा।
काकड़ासींगी का उपयोग औषध बनाने में किया जाता है।